Reeta aparajeeta Mohanty
Abstract
ସମୟର ଶିକୁଳିରେ ବନ୍ଧl ମୋ ସ୍ୱପ୍ନ
ତୁମେ ଖୋଲିଦେବ
ମୋ ଅଦେଖl ଶିକୁଳି
ଓଠରେ ମାଖିଦେଵ
ହସର ଇନ୍ଦ୍ରଧନୁ
ତୁମ ପ୍ରେମରେ
ମୋ କାହାଣୀ ଇତି ହେବ
ତୁମ ହସରେ ଠିକ ଚଳଚ୍ଚିତ୍ର ରେ
The end ହେବା ପରି
ସବୁଠାରୁ
ରାମ ରସାୟନ
ଆସିଥିଲା କାଲି...
ଶେଷ ବୟସ
ଶୀତୁଆ ସକାଳ
ଶୀତ ଆମ ମିତ
ଗୀତରେ ଗପ
ମହାନୁଭବ ମୋହନ
ଅହିଂସା
ଶିଶୁ ଏକ ଫୁଲ କ...
ମା ସତୀ ସାବିତ୍ରୀ ଚରଣେ ବିନତି ଆଶୀର୍ବାଦ ମିଳୁଥାଉ, ମୃତ୍ୟୁ ପରେ ରହୁ ମଥାରେ ସିନ୍ଦୁର ଶଙ୍ଖା ମୋର ମା ସତୀ ସାବିତ୍ରୀ ଚରଣେ ବିନତି ଆଶୀର୍ବାଦ ମିଳୁଥାଉ, ମୃତ୍ୟୁ ପରେ ରହୁ ମଥାରେ ସିନ୍ଦୁର ...
ସୁଲଭରେ ମିଳୁ ସର୍ବେ କର୍ମ ଅବସର, ଉପଯୁକ୍ତ ପ୍ରଶିକ୍ଷଣେ ଏ ମଣିଷ ହେଉ କ୍ଷମ ସ୍ୱାବଲମ୍ବୀ ସୁନିଶ୍ଚିତ ସୁଲଭରେ ମିଳୁ ସର୍ବେ କର୍ମ ଅବସର, ଉପଯୁକ୍ତ ପ୍ରଶିକ୍ଷଣେ ଏ ମଣିଷ ହେଉ କ୍ଷମ ସ୍ୱାବଲମ୍ବୀ ସୁନ...
ସଂସାରଟା ଲlଗେସିନା ଉପରେ ମଧୁର ଭିତରଟା ପିତାଭଳି ତିକ୍ତ ଅନୁଭବ ଛଳନା ଓ ପ୍ରତାରଣା କରିଛି ଯେ ଘର ଓଠ ସଂସାରଟା ଲlଗେସିନା ଉପରେ ମଧୁର ଭିତରଟା ପିତାଭଳି ତିକ୍ତ ଅନୁଭବ ଛଳନା ଓ ପ୍ରତାରଣା କରିଛ...
ହେ ମହାବାହୁ ତୁମର ସବୁ ଦାନ ମୋର ବୋଲି ତ କିଛି ନାହିଁ ଏ ଆଖିର ଆଞ୍ଜୁଳାଏ ଲୁହକୁ ଆପଣାର କରି ମୋତେ ହେ ମହାବାହୁ ତୁମର ସବୁ ଦାନ ମୋର ବୋଲି ତ କିଛି ନାହିଁ ଏ ଆଖିର ଆଞ୍ଜୁଳାଏ ଲୁହକୁ ଆପଣାର ...
ହସି ଉଠିବରେ ଗାଆଁ ଘର ଦ୍ଵାର ହସିବ ତୋର ସଂସାର ସୁନାର ଫସଲେ ହସିବ କିଆରି ହସି ଉଠିବରେ ଗାଆଁ ଘର ଦ୍ଵାର ହସିବ ତୋର ସଂସାର ସୁନାର ଫସଲେ ହସିବ କିଆ...
ନ ନଳବନ ଘେରା ପାହାଡ଼ ପ ପର୍ବତ ଉପରକୁ ଚଢ଼। ଫ ଫଳ ଫୁଲ କର ସଂଗ୍ରହ ବ ପୂଜିବା ହରିଙ୍କ ବିଗ୍ରହ। ଭ ନ ନଳବନ ଘେରା ପାହାଡ଼ ପ ପର୍ବତ ଉପରକୁ ଚଢ଼। ଫ ଫଳ ଫୁଲ କର ସଂଗ୍ରହ ବ ପୂଜିବା ହରିଙ୍...
ବାପାଙ୍କର ସ୍ନେହ ଠାରୁ କିଛି ବଡ଼ ଦୁନିଆରେ ଆଉ ନାହିଁ, ବାପାଙ୍କ ଶରଧା ସରାଗ ସନେହ ଆଉ ବା ମିଳିବ ବାପାଙ୍କର ସ୍ନେହ ଠାରୁ କିଛି ବଡ଼ ଦୁନିଆରେ ଆଉ ନାହିଁ, ବାପାଙ୍କ ଶରଧା ସରାଗ ସନେହ ...
ଆମେ ଯେ ଓଡ଼ିଆ ଭାଷା ଆମ ଓଡ଼ିଆ ଏକଥା ମନରୁ ନଭୁଲ, ଆମେ ଯେ ଓଡ଼ିଆ ଭାଷା ଆମ ଓଡ଼ିଆ ଏକଥା ମନରୁ ନଭୁଲ,
ଗଛରେ ଝୁଲୁଥିବା ଦୁଇଟି ନିର୍ଜୀବ ଶରୀର ଆତ୍ମା ତାଙ୍କର ମିଶିଯାଇଥିଲା ସମାଜ ଆଜି ହାରିଯାଇଥିଲା ଗଛରେ ଝୁଲୁଥିବା ଦୁଇଟି ନିର୍ଜୀବ ଶରୀର ଆତ୍ମା ତାଙ୍କର ମିଶିଯାଇଥିଲା ସମାଜ ଆଜି ...
ମୁଠାଏ ଭାତ ପାଇଁ ଅନେକ ଛବି ଲେଖିବା ପାଇଁ ଆଜି ସମର୍ଥ ନୁହେଁ କବି ଅନେକ ନଗ୍ନ ଦୃଶ୍ୟ ଯେ ମୁଠାଏ ଭାତ ପାଇଁ ଅନେକ ଛବି ଲେଖିବା ପାଇଁ ଆଜି ସମର୍ଥ ନୁହେଁ କବି ଅନେକ ନଗ୍ନ ଦୃଶ୍ୟ ...
ହେ !ପବନ ସତରେ ତୁମ କ୍ଷଣିକ ନିଶ୍ଚଳ ପ୍ରଳୟ ବାର୍ତ୍ତା ଦେଇଥାଏ ଆଉ ପ୍ରବଳ ତମ ହେଲେ ବି ବିଲୟ ସାଥିରେ ର ହେ !ପବନ ସତରେ ତୁମ କ୍ଷଣିକ ନିଶ୍ଚଳ ପ୍ରଳୟ ବାର୍ତ୍ତା ଦେଇଥାଏ ଆଉ ପ୍ରବଳ ତମ ହେଲେ ବି ବିଲୟ...
ସ୍କୁଲୁ ଟିଉସନ ବନ୍ଦ ହୋଇଲା ଫୋନରେ ପଢି କାହାର ଆଖି ଖରାପ ହେଲା ଇଏ କେମିତି ଯୁଗ ଆସିଲା ଅନଲାଇନ ପା ସ୍କୁଲୁ ଟିଉସନ ବନ୍ଦ ହୋଇଲା ଫୋନରେ ପଢି କାହାର ଆଖି ଖରାପ ହେଲା ଇଏ କେମିତି ଯୁଗ ଆସି...
ଜୀବନର ସବୁ ଅଧ୍ୟାୟ ଏଇମିତି ଘଟଣା ବହୁଳ କେତେ ରାଗ,ମାନ,ଅଭିମାନର ସମାବେଶ କେତେ ମୁୁହଁ ଫୁଲା ପୁୁ ଜୀବନର ସବୁ ଅଧ୍ୟାୟ ଏଇମିତି ଘଟଣା ବହୁଳ କେତେ ରାଗ,ମାନ,ଅଭିମାନର ସମାବେଶ କେତେ ମୁ...
ଭାଙ୍ଗେ, ଉଜାଡେ ଚାଳ ଘରକୁ ; ଫରକ୍ କି ପଡ଼େ ବଡ଼ ଲୋକ ଙ୍କୁ ।। କେତେ ଯେ ଗଲାଣି, କେତେ ଯେ ଆସିବ ; ଭାଙ୍ଗେ, ଉଜାଡେ ଚାଳ ଘରକୁ ; ଫରକ୍ କି ପଡ଼େ ବଡ଼ ଲୋକ ଙ୍କୁ ।। କେତେ ଯେ ଗଲାଣି, କ...
ଖେଳୁ ଥା' ରେ ମନ ହୋଇ ସାବଧାନ ହୃଦେ ଭରି ରାମ-ନାମ ଅଦିନରେ ତୋର ସରିଗଲେ ଖେଳ ବାନ୍ଧିନେବ କାଳ ଯମ । ଖେଳୁ ଥା' ରେ ମନ ହୋଇ ସାବଧାନ ହୃଦେ ଭରି ରାମ-ନାମ ଅଦିନରେ ତୋର ସରିଗଲେ ଖେଳ ବାନ୍ଧ...
ବାସ ହରା କେତେ ସାଗର ବିତ୍ପାତେ ହତାଶେ କାଟନ୍ତି ଦିନ ପ୍ରତି ବର୍ଷ ଆସେ ଦାରୁଣ ଯାତନା ମିଳେ ବାସ ହରା କେତେ ସାଗର ବିତ୍ପାତେ ହତାଶେ କାଟନ୍ତି ଦିନ ପ୍ରତି ବର୍ଷ ଆସେ ଦାରୁଣ ଯାତନ...
ଏ ବି ମୋ ଆଉ ଗୋଟେ ଘର ଏଠି ମୋର ଦ୍ଵିତୀୟ ସଂସାର ଏଇ ଘରୁ ମିଳୁଥିବା ତେଲ ଉପାର୍ଜନେ ଚାଲିଛି ମୋ ପ୍ରଥ ଏ ବି ମୋ ଆଉ ଗୋଟେ ଘର ଏଠି ମୋର ଦ୍ଵିତୀୟ ସଂସାର ଏଇ ଘରୁ ମିଳୁଥିବା ତେଲ ଉପାର୍ଜନେ ଚ...
ମନେ ନାହିଁ ମନେ ନାହିଁ
ଜନମ ଦିବସ ଅଟଇ ଜୀବନେ ଏମିତିକା ଏକ ଦିନ ହିସାବ ନିକାଶ କରିବାର ବେଳ ଜନମ ଦିବସ ଅଟଇ ଜୀବନେ ଏମିତିକା ଏକ ଦିନ ହିସାବ ନିକାଶ କରିବାର ବେଳ
ନୁହେଁ ଏ ବିଚିତ୍ର ସ୍ଥାନକାଳପାତ୍ର ଦେଖି ବନ୍ଧୁତା କରିବା, ନୁହେଁ ଏ ବିଚିତ୍ର ସ୍ଥାନକାଳପାତ୍ର ଦେଖି ବନ୍ଧୁତା କରିବା,