STORYMIRROR

Ranjan Kumar Brahma

Abstract

2  

Ranjan Kumar Brahma

Abstract

ହସିଲେ ଧାରା ହସିବେ ସାରା

ହସିଲେ ଧାରା ହସିବେ ସାରା

1 min
123

ବାଛୁରୀ ମଥାରେ ଚାନ୍ଦ 

ଆକାଶେ ହସୁଛି ଚାନ୍ଦ

ପୁନେଇଁ ସଞ୍ଜରେ ମୋ ଚନ୍ଦ୍ର ଚକୋରୀ

ପୂଜେ ଦହି ରୂପା ଚନ୍ଦ୍ର


ଚକୁଳି ପିଠାର ଥାଳି 

ପାଖରେ ଫୁଲ ଚାଂଗୁଡି

ପାଟ ପତନିରେ ସଜବାଜ ହୋଇ

ଫିଙ୍ଗଇ ଅରୁଆ ଖଇ


ହସିବ ତାହାରି ଘର

ହସିବ ତାହାରି ପୁର

ବଳଶାଳୀ ହେବ ପୁରୁଷ ଜାତି

ହସିବ ନାରୀଙ୍କ ଶିର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract