Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Leena Pani

Romance Tragedy Inspirational

3  

Leena Pani

Romance Tragedy Inspirational

ହସିବାର ମୂଲ୍ୟ

ହସିବାର ମୂଲ୍ୟ

1 min
244



ତୁମେ ସେଦିନ ହସୁଥିଲ

ହସୁୁୁଥିଲା ପୁରା ଦୁନିଆଁ

ମୁଁ ସ୍ତବ୍ଧ ହୋଇଯାଇଥିଲି

ହସିିିବାର କାରଣ ଖୋଜୁୁଥିଲି

ନା ମୁଁଁ ହସି ପାରୁୁଥିଲି

ନା ମୁଁଁ ହସାଇ ପାରୁ ଥିଲି ।


ତୁମକୁ ହସାଇବାର ଚେଷ୍ଟା

ମୋର ସଫଳ ହୋଇଥିଲା

ମୋ ଚେଷ୍ଟା ର ମୂଲ୍ୟ

ପାଇଵିଵୋଲି ଭାବିଥିିିଲି

କିନ୍ତୁ ମୁଁ ହସିଵା ଭୁଲିଯାଇଥିଲି ।


ତୁମ ହସିଵାର ଶବଦ

ମୋ କାନରେେ ଗୁଞ୍ଜୁଥିଲା

ତାହା ହସ ଥିଲାକି

ଅଟହାସ୍ୟ ଥିଲା

ମୁଁ ଭାବିିପାରୁ ନଥିଲି ।


ଆଜି ମୁଁ ହସୁୁଛି

ଅସଫଳ ପ୍ରେମର ବାହସ୍ପଟକୁ ନେଇ

ତୁମକୁ ଦେଖୁୁଛି

ତୁମେତ ହସୁଛ, ଦୁନିିିଆଁ ହସୁୁଛି

ମୁଁ କାହିଁକି ହସିବାର ଅଭିିିନୟ କରୁଛି ।


Rate this content
Log in

Similar oriya poem from Romance