STORYMIRROR

Pramila Sahoo

Abstract

2  

Pramila Sahoo

Abstract

ହୃଦୟ

ହୃଦୟ

1 min
13.3K


ହଁ ମୁଁ ଭାବେ ବସି ଏକାନ୍ତରେ

କେଉଁ ଏକ ନିରଳା ମୁହୂର୍ତ୍ତରେ

ଆଉ କେଉଁ ଏକ ପରିଚିତ ସମୟରେ

ବାସ୍ ମନେହୁଏ ଯେମିତି ଅଛ ମୋ ପାଖରେ

ଆଉ ତୁମର ଅଭୁଲା ସ୍ମୃତି ହସି ଭଠେ ମନ ଭିତରେ

କିଛି ସମୟ ମଧ୍ୟରେ ଆଖିରେ ଲୁହ ହୋଇ ଆସିଯାଏ

ଯେମିତି ବର୍ଷା ହେଲା ପରେ ଆକାଶ

ସେମିତି ସବୁ ଦୁଃଖ ଯନ୍ତ୍ରଣା

ଆଖିରେ ଲୁହ ହୋଇ ଝରିଗଲା ପରେ

ଶାନ୍ତ ପଡ଼ିଯାଏ ଏଇ ମୋ ହୃଦୟ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract