STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ହରାଇବାନି ମୌଳିକତା

ହରାଇବାନି ମୌଳିକତା

1 min
250


ଆମେ ସଦା ସମର୍ଥ

ନହୋଉ କେବେ

ବିପଦରେ କାତର

ଆମେ ସ୍ୱୟଂସିଦ୍ଧ

ଆମ କାର୍ଯ୍ୟରେ

ରହିଛି ମଣିମୁକୁତାର ଝଲକ

ଆମ ଆଦର୍ଶ ଚିର ଅମଳିନ

ହଟାଇ ଦେବୁ ଦୁଃଖର  ବାଦଲ

ଆସୁ ପଛେ ଯେତେ ବାଧା କରିବୁ ତା ମୁକାବିଲା

ହରାବୁନି କେବେ ମୌଳିକତା

ସେତ ଆମର ବଞ୍ଚିବାର  ସ୍ରୋତ

ଆମ ପାଇଁ ସଞ୍ଜିବନୀର ମନ୍ତ୍ର









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational