STORYMIRROR

Sunanda Mohanty

Abstract Others

2  

Sunanda Mohanty

Abstract Others

ହୋଲି ର ଅନୁଚିନ୍ତା

ହୋଲି ର ଅନୁଚିନ୍ତା

1 min
117

ପ୍ରକୃତି ଭରିଛି କେତେ ଯେ ରଙ୍ଗ 

ମଣିଷ ଭିତରେ ଆଣି ସୁସଙ୍ଗ 

ଅତୀତ ପୃଷ୍ଠା ରୁ କରି କିଛି ଚୋରୀ 

ପଛକୁ ଲେଉଟି ରଙ୍ଗକୁ ସାଉଁଟି 

ସବୁଜିମା ଯିବା ଆସ ଭରି 

ସନ୍ତୁଳନ ଆଉ ସତସଙ୍ଗ ସତଶିକ୍ଷା ଭିତରେ 

ଆଶାର ଆଶାବରୀ ସାତଫେରି 

ଏତ ମଣିଷ ର ଭାଗ୍ୟରେଖା 

ମଥାରେ ନାଇବା ବିଜୟ ଟୀକା 

ଫିକା ଲାଗିବନି ଜୀବନ ନୌକା 

ଜଗନ୍ନାଥ ହସିବେ ଥିରି ଥିରି 

ସହଜ ସରଳ ପୁଣି ସାବଲୀଳ 

ହେବ ଏ ଜୀବନ ତରୀ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract