STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ହଜିଛି ମାନବିକତା

ହଜିଛି ମାନବିକତା

1 min
188


ହଜିଛି ଆଜି ମାନବିକତା

ଚତୁପାର୍ଶ ଆଜି ହାହାକାର

ମୟ ଚାଲିଛି ପାଶବିକ

ଅତ୍ୟାଚାର ଆଉ ନିର୍ମମ ହତ୍ଯା

ଏକି ସତେ ସଭ୍ୟତାର ତାଡନା

ନା ଲାଳାୟିତ ମନୁଷ୍ୟର

ରକ୍ତ ରଞ୍ଜିତ କାରନାମା

ଲୋଲୁପ ଦୃଷ୍ଟିର କାଳିମା

ହଜାଇ ଦେଇଛି ସେ

ମାନବିକତାର ଚାବି

ଭଗବାନଙ୍କର ଦୁଆରେ

କି ଉତ୍ତର ଦେବ ସେ

ସେତ ଲଙ୍ଘିଛି ଆଜି

ମନୁଷ୍ୟ ପଣର ସୀମା

ଧିକାର ସେହି ମାନବକୁ

ଯିଏ ରଚୁଛି ଏତେ ହତ୍ୟା

ନିଶ୍ଚିତ ସେ ପିନ୍ଧିଛି ଅସୁରର

      ମୁଖା

ଆସୁ ସେହି ଶୁଭ ଦିନ

ଶାସ୍ତି ଦେବେ ତାଙ୍କୁ

     ପରମାତ୍ମା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational