STORYMIRROR

Sujata Routray

Inspirational

3  

Sujata Routray

Inspirational

ହିଂସା ନୁହେଁ ଶାନ୍ତି

ହିଂସା ନୁହେଁ ଶାନ୍ତି

1 min
188

କବିଟିଏ ମୁଁ ଯେ ଶାନ୍ତିର ଗୀତ ଗାଏ

କା ପ୍ରତି ହିଂସା ମନରେ ନଥାଏ

ଯେତିକି ପିନ୍ଧେ ବା ଯେତିକି ଖାଏ

ସେଥିରେ ସନ୍ତୋଷ୍ଟ ଥାଏ ।


କାହିଁକି କାହାକୁ ହିଂସା ବା କରିବି

ବଂର ଅନ୍ୟର ମଙ୍ଗଳ ଚାହେଁ

ହସ ଖୁସିରେ ରୁହନ୍ତୁ ସଭିଏଁ

ସଭିଙ୍କ ଓଠୁ ଝରିପଡୁ ହସ ଚେନାଏ।


ରୋଗ,ଦୁଃଖ,କଷ୍ଟ କାହାକୁ ନ ହେଉ

ସମାଜରେ ଆଉ ଅନୀତି ନ ରହୁ

ଚାରିଆଡେ ଶାନ୍ତିର ସ୍ରୋତ ବହୁ

ହେ ! ବିଶ୍ବକରତା ଏତିକି କରୁଣା ହେଉ।


Rate this content
Log in

Similar oriya poem from Inspirational