STORYMIRROR

Tapaswini DashSarangi

Inspirational

3  

Tapaswini DashSarangi

Inspirational

ହେ ତରୁଣ

ହେ ତରୁଣ

1 min
274

ହେ ତରୁଣ

ବାଳସୂୂୂର୍ଯ୍ୟ ପରି ଦେହ ଓ ମନରେ ତୁମର

ଯୌବନର ଉର୍ଜା 

ଆଶା ଓ ଆକାାଂକ୍ଷାର ତୀବ୍ର ଜୁଆରିଆ 

ଲହଡିମାନ ତରଙ୍ଗାୟିତ ହେଉଛି

ତୁମ ବୟସର ସାଗରରେ।

ହେ ତରୁଣ

ଭ୍ରମିିିତ ହୁଅନାହିିଁଁ ଏ ବୟସର ମରୀଚିକାରେ

ତୃଷାର୍ତ୍ତ ସମ ବୁଲ ନାହିଁ ମିିିଛ ଆନନ୍ଦର ପଛେେ

ଏ ବୟସ ତ ଚାଲିିିଯିିିବ ଅଫେରା ପଥିକ ପରି

ବାଟ ବାହୁଡାଇ

ହେଲେ ଦେଇଯିବ କଳଙ୍କର ଦାଗ ପୁରା ଜନ୍ମ ପାଇଁ।

ହେ ତରୁଣ

ହୋଇଯାଅ ଜାଗ୍ରତ

ଖୋଲିଦିଅ ଆଖିରୁ ସେ ପଟି

ଆଗେଇ ଚାଲ ଗଢିବାକୁ ଏକ ନୂଆ ଭବିଷ୍ୟତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational