STORYMIRROR

Brundabana Pradhan

Tragedy

3  

Brundabana Pradhan

Tragedy

ହେ ନ୍ୟାୟାଧୀଶ

ହେ ନ୍ୟାୟାଧୀଶ

1 min
128


ହେ ନ୍ୟାୟାଧୀଶ 

ନ୍ୟାୟର ଦେବତା ଏ କି କଳ ଅବିଚାର 

ପ୍ରେମର ପଥରେ 

ଆମେ ଉଭୟ ଚାଳିଲୁ 

ଏକା ଛାଡିଦେଇ ଚାଲିଗଲ ତୁମେ 

ଏକି ତୁମ ଅବିଚାର 

ଦେଲ ମତେ ଦୁଃଖର ଉପହାର 

ତମ ଉପହାର 

ନେଇ ମୁଁ ପାରୁନି 

ରଖି ବି ପାରୁନି କରି ନିଜର 

ହେ ନ୍ୟାୟଧିଶ 

ନ୍ୟାୟର ଦେବତା 

ଏକି କଲ ଅବିଚାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy