STORYMIRROR

Rajendra Bishoyi

Inspirational

3  

Rajendra Bishoyi

Inspirational

ହେ ମୁହୂର୍ତ୍ତ,ନମସ୍କାର

ହେ ମୁହୂର୍ତ୍ତ,ନମସ୍କାର

1 min
282

ହେ ସୁଜନେ 

ଭାବନାହିଁ ନିରିବଳ 

ମୁହୂର୍ତ୍ତକୁ ଆଜି

 ମୁହୂର୍ତ୍ତ ସମୟ ପରା ମୂଲ୍ୟବାନ ଅତି 

ଅନାୟାସେ ନ କରିବ ନଷ୍ଟ 

ନଷ୍ଟ କଲେ ଅବିବେକି ପଣେ 

କୋଳାଗ୍ରତ କରିବଟି କଷ୍ଟ 

ସତର୍କରେ ଚଳାଇବ ଗାଡି 

ମୁହୂର୍ତ୍ତଟି ଅସତର୍କ ହେଲେ 

ପ୍ରାଣବାୟୁ ନିଶ୍ଚେ ଯିବ ଉଡି 

ମୁହୂର୍ତ୍ତକୁ ନ ମଣିବ କ୍ଷୁଦ୍ର

ତେଣୁ,

 ଶୁଣ ହେ ଚଞ୍ଚଳ ମନ

ମୁହୂର୍ତ୍ତକୁ କରିବେନି ହେଳା 

ଏ ମୁହୂର୍ତ୍ତ ଶକ୍ତିଶାଳୀ 

ପରମାଣୁ ଠାରୁ 

ହେଳା କଲେ ବୁଡିବଟି ଭେଳା 

ତେଣୁ ସର୍ବେ 

ହୋଇ ଏକାକାର

 ଏକମନେ ଏକ ସ୍ୱରେ 

କହିବା ସମସ୍ତେ 

ହେ ମୁହୂର୍ତ୍ତ ନମସ୍କାର

 ହେ ମୁହୂର୍ତ୍ତ ନମସ୍କାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Inspirational