STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ହେ ଜଗନ୍ନାଥ

ହେ ଜଗନ୍ନାଥ

1 min
276


ଟେକି ଦେଲୁ ଦୁଇ ହାତ

ହେ  ଜଗନ୍ନାଥ

  ଟେକି ଦେଲୁ ଦୁଇ ହାତ

ମାରିଲେ ମାରିବ ତାରିଲେ ତାରିବ

  କାହିଁ କର ଏତେ ହନ୍ତସନ୍ତ।

    ହେ ଜଗନ୍ନାଥ,,,,,,,,


ସାରା ବିଶ୍ୱ ଆଜି ଆତଙ୍କିତ

ଦାନବ କରୁଛି ତାର ନାଟ

ମରଣ ଭୟରେ ଜଗତ ବାସୀ ଏ

  ହେଉଛନ୍ତି ଆଜି ଛଟପଟ।

   ହେ ଜଗନ୍ନାଥ,,,,,,,


ଦୟା କର ଆହେ ମହାବାହୁ

ଏ ଦୁଃଖ ଯାତନା ଦୂର ହେଉ

  ତୁମ୍ଭ ଦୟା ହେଲେ ସଭିଏଁ ହସିବେ

    ସୁଖ ଶାନ୍ତି ହେବ ପରାପତ।

     ହେ ଜଗନ୍ନାଥ,,,,,

    ହେ ଜଗନ୍ନାଥ,,,,,,,,

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational