Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Gangotri Priyadarshini

Action Classics Inspirational


4  

Gangotri Priyadarshini

Action Classics Inspirational


ହେ ଈଶ୍ୱର

ହେ ଈଶ୍ୱର

1 min 201 1 min 201

ହେ ଈଶ୍ୱର , ସର୍ବ ଶକ୍ତିମାନ ସର୍ବତ୍ର ବିଦ୍ୟମାନ 

ତୁମେ ପରା ଶଶା ଗରା ଧରା ରେ ମହାନ

କୃପା କରି ହରି ନିଅ ଦୀନ ଦୁଃଖୀ କଷଣ

ମହାମାରୀ ଦାଉରେ ଛଟପଟ ଏଠି ଜୀବନ ।।


ହେ ଈଶ୍ୱର , ଦୟନୀୟ ସର୍ବତ୍ର ହତାଶା ଚିହ୍ନ

ତୁମେ ପରା ହର୍ତ୍ତା କର୍ତ୍ତା ବଳେ ବଳୀୟାନ

ପୋକ ମାଛି ଠାରୁ ହୀନ ମନୁଷ୍ୟ ପରାଣ

ରୋଗ ଦୁଃଖ କଷ୍ଟ କରି ଦିଏ ଉଦ୍ ବିଗ୍ନ ।।


ହେ ଈଶ୍ୱର , ତୁମ ପାଦ ତଳେ କରୁଛି ବନ୍ଦନ

ତୁମ ଇଚ୍ଛା ବଳେ ପଙ୍ଗୁ ଲଂଘେ ଗିରି କାନନ

ଶ୍ରେଷ୍ଠ ତୁମେ ସ୍ରଷ୍ଟା ତୁମେ କାହିଁ କର ହୀନିମାନ

ତୁମେ ପରା ଯୁଗେ ଯୁଗେ ପାପ କର ପରିତ୍ରାଣ ।।


ହେ ଈଶ୍ୱର , ମେଲି ଛତ୍ର ଛାୟା ଦିଅ ବରଦାନ

ଜୀବନ ମୋ ତୁମ ଦାନ ଅଟେ ଅତି ମୂଲ୍ୟବାନ ।।



Rate this content
Log in

More oriya poem from Gangotri Priyadarshini

Similar oriya poem from Action