Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Action Classics Inspirational

4  

Gangotri Priyadarshini

Action Classics Inspirational

ହେ ଈଶ୍ୱର

ହେ ଈଶ୍ୱର

1 min
213


ହେ ଈଶ୍ୱର , ସର୍ବ ଶକ୍ତିମାନ ସର୍ବତ୍ର ବିଦ୍ୟମାନ 

ତୁମେ ପରା ଶଶା ଗରା ଧରା ରେ ମହାନ

କୃପା କରି ହରି ନିଅ ଦୀନ ଦୁଃଖୀ କଷଣ

ମହାମାରୀ ଦାଉରେ ଛଟପଟ ଏଠି ଜୀବନ ।।


ହେ ଈଶ୍ୱର , ଦୟନୀୟ ସର୍ବତ୍ର ହତାଶା ଚିହ୍ନ

ତୁମେ ପରା ହର୍ତ୍ତା କର୍ତ୍ତା ବଳେ ବଳୀୟାନ

ପୋକ ମାଛି ଠାରୁ ହୀନ ମନୁଷ୍ୟ ପରାଣ

ରୋଗ ଦୁଃଖ କଷ୍ଟ କରି ଦିଏ ଉଦ୍ ବିଗ୍ନ ।।


ହେ ଈଶ୍ୱର , ତୁମ ପାଦ ତଳେ କରୁଛି ବନ୍ଦନ

ତୁମ ଇଚ୍ଛା ବଳେ ପଙ୍ଗୁ ଲଂଘେ ଗିରି କାନନ

ଶ୍ରେଷ୍ଠ ତୁମେ ସ୍ରଷ୍ଟା ତୁମେ କାହିଁ କର ହୀନିମାନ

ତୁମେ ପରା ଯୁଗେ ଯୁଗେ ପାପ କର ପରିତ୍ରାଣ ।।


ହେ ଈଶ୍ୱର , ମେଲି ଛତ୍ର ଛାୟା ଦିଅ ବରଦାନ

ଜୀବନ ମୋ ତୁମ ଦାନ ଅଟେ ଅତି ମୂଲ୍ୟବାନ ।।



Rate this content
Log in

Similar oriya poem from Action