STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ହେ ଗାନ୍ଧୀ ଫେରି ଆସ ଥରେ

ହେ ଗାନ୍ଧୀ ଫେରି ଆସ ଥରେ

1 min
39

ହେ ଗାନ୍ଧୀ ଫେରି ଆସ ଥରେ

ବାପୁ ହେ ତୁମେ ଥିଲ

  ଏ ଜାତୀ ପାଇଁ ମର୍ଯ୍ୟାଦା

 ପୁରୁଷ ମର୍କତମଣୀ

ଶାନ୍ତ ସାବଲୀଳ ମୂର୍ତ୍ତି

ଅହିଂସାକୁ ଅସ୍ତ୍ର କରି

ଏ ଭାରତ ବର୍ଷ ରେ

ଶାନ୍ତିର ଲହରୀ

ଦେଉଥିଲ ଖେଳାଇ

ସେହି ଲହରୀର

ଉଜାଣିରେ କୋଟି କୋଟି

ଭାରତୀୟ ଉଦ୍ଭାସିତ 

 ଆକୃଷ୍ଟିତ ହୋଇ ଆନ୍ଦୋଳନ ରେ ଯୋଗ ଦେଉଥିଲେ ଯାଇ

ତୁମକୁ କେଉଁ ମାଟିରେ

 ଗଢ଼ି ଛାଡ଼ି ଥିଲେ ବିହି

ଇ୦ରେଜ ମାନଙ୍କ

ନିଷ୍ଠୁର ଶାସନ ଵିପକ୍ଷରେ

ଲୋଢି ଦେଇ ଥିଲ ଭାରତକୁ

  ସ୍ବାଧୀନ କରି

ତୁମରି ତ୍ୟାଗ ପୁତ ଜୀବନକୁ

 ଏ ଜାତି ଯାଉଛି ଝୁରି

ଫେରି ଆସ ତୁମେ 

ଏ ଭାରତୀୟ ମାନଙ୍କ

  ଵିଳାପ ଶୁଣି

ତୁମ ଫେରିବା ବାଟକୁ

ସର୍ବେ ଚାତକ ପରି

ରହିଛୁ ଚାହିଁ

ଆସ ଫେରି କରନାହିଁ 

  ଆଉ ନକର ଡେରିଦିଅ ତୁମରି

ତ୍ୟାଗ ଅହି୦ସାର

ମୂଳ ମନ୍ତ୍ର ଦିଅ ଝଲସାଇ

ତୁମରି ମୂଳ ମନ୍ତ୍ରରେ

ପ୍ରଭାବିତ ହୋଇ

ଏ ଜାତି ଯିବ ଆଗେଇ

ଦିଅ ହେ ଆଶିଷ

ଆସ ହେ ଫେରି

 ଆସହେ ଫେରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational