STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ହେ ବୁଦ୍ଧ ତୁମକୁ ଝୁରୁଛି ଲୁମ୍ବିନୀ

ହେ ବୁଦ୍ଧ ତୁମକୁ ଝୁରୁଛି ଲୁମ୍ବିନୀ

1 min
186

ହେ ବୁଦ୍ଧ

କି ପୂଣ୍ୟ କରିଥିଲା

ଲୁମ୍ବିନୀବନ ଜନ୍ମିଥିଲ

ତାରି କୋଳେ ଯେପରୀ

ନନ୍ଦ ନନ୍ଦନ ମୁଖ ଶ୍ରୀ ଚନ୍ଦନ

ଶାମୁକା ଗର୍ଭେ ମୁକୁତାର

ସରସ

କୋମଳ ପାଖୁଡାର ପରଶ

ଝୁରୁଛି ଆଜି ତୁମ ବିନୁ

କରଇ କ୍ରନ୍ଦନ

ବୁଝାଇ ଅଶ୍ରୁଧାର

ଝୁରନ୍ତି ଯେପରି ଯଶୋଦା

କଳାମାଣିକ

ଆଜି ତା କୋଳଶୂନ୍ଯ

କାହିଁ ଚାଲିଗଲ ତୁମେ

ଫେରି ଆସ ଥରେ

ତୁମେ ତାରି ଅମୂଲମୂଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational