STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ହେ ବିଶ୍ୱ ପ୍ରାଣ

ହେ ବିଶ୍ୱ ପ୍ରାଣ

1 min
13.6K


ହେ ବିଶ୍ୱ ପ୍ରାଣ !

ଦେଇଅଛ ତନୁ ମନ ଓ ପ୍ରାଣ

ଲଭିବାକୁ ପରା ଦିବ୍ୟ ଜୀବନ

ପ୍ରଭୁ !

ଦିଅ ମୋ ଦେହରେ ଅଫୁରନ୍ତ ବଳ

କରିବାକୁ ସାରା ଜୀବନ ସତ୍ କରମ

ମୋ ମନରେ ଦିଅ ଜୀବନର ରଂଗ

ପ୍ରତି ମୁହୂର୍ତ୍ତରେ ଲଭେ ତୁମରି ପରସ

ମୋ ପ୍ରାଣରେ ଦିଅ ଶକ୍ତି ଓ ସାହସ

ଆସୁରିକ ବଳ ସହ ଲଢ଼ି ଲଭେ

ମୁଁ ବିଜୟ ହେ ଜଗତ ଜୀବନ ନୀଳାଦ୍ରୀନାଥ

ମାଗୁଛି ଏତିକି ତୁମ ପଦେ କରି ମଥାନତ ।


Rate this content
Log in

Similar oriya poem from Classics