STORYMIRROR

Goutam Mohanty

Abstract

2  

Goutam Mohanty

Abstract

ହେ_ ଆର୍ଯ୍ୟ

ହେ_ ଆର୍ଯ୍ୟ

1 min
191

ବାଲ୍ୟ କାଳର ଲୀଳା

କୈଶରର ମୁଖର ଖେଳା

ଯଉବନର ପରମ ପ୍ରେମରସ

କୁରୁକ୍ଷେତ୍ରେ ଅଭିନୀତ କର୍ମଯୋଗ

ଧର୍ମରାଜ ପରାଏ ପାଳିଛ ରାଜକାର୍ଯ୍ୟ


ତୁମେ ହିଁ ମୋର ପ୍ରାଣପ୍ରିୟ

ପୁରୁଷାର୍ଥର ସେହି ପରମପୁରୁଷ

ହେ ମୋର ପ୍ରାଣପ୍ରିୟ ଏକାଙ୍ଗ-ଆର୍ଯ୍ୟ

ଅଭୁଲା ସେଦିନୁ ସେ ପ୍ରେମ କାହାଣୀ

ପ୍ରବାହିତ ହୋଇ ଆହ୍ଲାଦିତ ହୁଏ ଧମନୀ

କେଜାଣି କେଉଁ ପ୍ରେମସୁଧା ପିଆଇଦେଇ

ପ୍ରତ୍ୟାବର୍ତ୍ତନ କରିଯାଇଛ ଯେ ସେବେଠାରୁ

କେବେ ଆଉ ମୀରା ହସିନି କି ରାଧା ବି କାନ୍ଦିନି

                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract