STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ହାଟର ନାଟ

ହାଟର ନାଟ

1 min
490

ଜୀବନ ନାଟ ପାଇଁ ତ ବସିଛି ହାଟ 

କିଏ କରେ କେତେ କସରତ 

କିଏ ପିନ୍ଧେ ପୁଣି ପାଟ 

ଅଜବ ଏ ହାଟ, ଲାଗିଥାଏ ନାଟ 

କେବେ ସରିଯିବ ଜାଣିଛି କିଏ 

ଜଣେ ଧରି ପୁଲି ଦେଇଅଛି ମେଲି 

ପସରା ଆସରା ବାଟରେ ହାଟ 

କିଏ ମାରେ ଛାଟ କିଏ ଭୁଲେ ବାଟ 

କାହାର ସରୁଛି କେବେ ଚିହ୍ନା ଅଚିହ୍ନା ବାଟ 

ହେଲେ ଚାଲୁଥିବ ଏଠି ଏମିତି ହାଟ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational