STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ହାତରେଖା

ହାତରେଖା

1 min
345

ହାତ ପାପୁଲି ରେଖାରେ

ଯଦି ସୀମିତ ମୋ ଭାଗ୍ୟ

ବଦଳାଇ ଦିଅନ୍ତିକି

କାଟି ନୂଆ ନୂଆ ଦାଗ

ରଜା ହୁଅନ୍ତି ମୁଁ

ଦିଅନ୍ତି ଆଦେଶ

ଗଢନ୍ତି କେତେ ଆମେରିକା ଆଉ କେତେ ନୂଆ ଦେଶ

ସବୁ ସପନ ମୋ ହୁଅନ୍ତା ସତ

ମରନ୍ତି ମୁଁ ଇଚ୍ଛାମତେ

କହୁଅଛି ସତ


Rate this content
Log in

Similar oriya poem from Abstract