STORYMIRROR

Raja Sekhar CH V

Abstract

3  

Raja Sekhar CH V

Abstract

ହାତକଡ଼ିରୁ ମୁକ୍ତି

ହାତକଡ଼ିରୁ ମୁକ୍ତି

1 min
11.6K

କେବେ ଭାଙ୍ଗିବାର ନାହିଁ ଦେଶର ରାଜବିଧି,

ଗିରଫଦାରୀ ଦ୍ୱାରା ବଦଳିଯିବ ଜୀବନର ଗତିବିଧି

କେବେ କରିବାର ନାହିଁ କୌଣସି ଆଇନ ସମ୍ବନ୍ଧୀୟ ଅପରାଧ,

ନ୍ୟାୟାଳୟ ମାର୍ଗ ଦ୍ୱାରା କଠିନ ସମୟସୀମା ପାଏ ନ୍ୟାୟ ସମ୍ବନ୍ଧୀୟ ଯୁଦ୍ଧ

ସମାଜରେ ନଷ୍ଟ ହୁଏ ନିଜ ସୁନାମ,

ଆର୍ଥିକ ପରିସ୍ଥିତିର ଆସି ପାରେ ଅପରିବର୍ତ୍ତନୀୟ ବିରାମ

କେବେ ନେବାର ନାହିଁ ହାତରେ ହାତକଡ଼ି,

ଆସନ୍ତା ଭବିଷ୍ୟତ୍ ଉପରେ ବାଜି ଯିବ କାନୁନର ବାଡ଼ି


ବହୁତ କଷ୍ଟ ପାଇବା ହାତକଡ଼ିରୁ ମୁକ୍ତି,

ସୁକର୍ମ ପ୍ରତି ଲଗାଇବାର ଅଛି ନିଜ ଇଛାଶକ୍ତି ପ୍ରାଣଶକ୍ତି ମେଧାଶକ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract