STORYMIRROR

Chittaranjan Lenka

Abstract Others Romance

2  

Chittaranjan Lenka

Abstract Others Romance

ହା ହା ହା

ହା ହା ହା

1 min
13.6K


ହା ହା ହା ଏ ତିନି ଅକ୍ଷର କେତେ କଥା କହିଥାଏ

ବୁଝିବା ଲୋକଟି ବୁଝିଥାଏ ସିନା କିଏ ଗୁରୁତ୍ଵ ନ ଦିଏ|

ହା ହା ହା ରାଜକୀୟ ହସ ରାଜା ସଦା ହସୁଥାଏ

ହେଲେ ସେଇ ହସ ଶତ୍ରୁର ମୁହଁରୁ ଅନ୍ୟ କଥା କହୁଥାଏ|

ହା ହା ହା ଭାଇର ହସରେ ଭଉଣୀ ଫୁଲେଇ ହୁଏ

ହେଲେ ସେହି ହସ ପାଗଳ ହସିଲେ ଭାରି ମନ କଷ୍ଟ ହୁଏ|

ତୁମ ହା ହା କି କଥା କୁହଇ ତୁମକୁ ହିଁ ଜଣା ଥାଏ

ମୋର ହା ହା କେବଳ କୁହଇ ମୁଁ ତୁମକୁ ଭଲ ପାଏ|

ଚିତ୍ତରଞ୍ଜନ ଲେଙ୍କା,କଟକ


Rate this content
Log in

Similar oriya poem from Abstract