STORYMIRROR

Manasmita Das

Abstract Children

3  

Manasmita Das

Abstract Children

ଗୁରୁହିଁ ଈଶ୍ବର

ଗୁରୁହିଁ ଈଶ୍ବର

1 min
186


ମୋ ବିଦ୍ୟାଳୟ  ଅଟେ ଏକମନ୍ଦିର

ଗୁରୁ  ଅଟନ୍ତିତ  ଆମର  ଈଶ୍ବର ।। ୧।। 


ଗୁରୁଙ୍କୁ ସଦାଥାଏ  ଡର   ଆମର 

ଗୁରୁଙ୍କୁ ଦେଖିଲେ  ହେବା  ଜୁହାର ।। ୨।। 


ଗୁରୁ ତ  ଜ୍ଞାନଦାତା ଅଟନ୍ତି  ଆମର

ତାଙ୍କପ୍ରତି ଭକ୍ତି  ରହିଥାଉ  ଆମର ।। ୩।। 


ଗୁରୁଙ୍କ ସ୍ନେହଶ୍ରଦ୍ଧା ତ ଆମପାଇଁ ଅଟେ ସାର

ଗୁରୁଙ୍କ  ତାଗିଦ୍  ଉଜ୍ଜ୍ବଳ ଭବିଷ୍ଯତ  ଆମର ।। ୪।। 


ଗୁରୁ ଅଟନ୍ତି  ଚଳନ୍ତି ଦେବତା  ଆମର

ଗୁରୁଙ୍କ ପଦେ କୋଟିଏ ଜୁହାର  ଆମର ।। ୫।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract