STORYMIRROR

Akankshyamayee Dash

Inspirational

3  

Akankshyamayee Dash

Inspirational

ଗୁରୁଦିବସ

ଗୁରୁଦିବସ

1 min
342

ଆଜି ଅଟେ ବିଶ୍ଵ ଗୁରୁଦିବସ ,ଆମେ ସଭିଏ ପରା ମଣିଷ ......

" ଗୁରୁଙ୍କୁ ନ ମଣିବ ନର ,ଗୁରୁ ହିଁ ସାକ୍ଷାତ ଈଶ୍ୱର" 

 ଆଜି ହେଉଚି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ

 ଅନେକ ପୂଣ୍ୟର ଦିନ 

ଏ ଶୁଭ ଲଗନେ ଏ ଶୁଭ ସମୟେ 

ଶୁଭ ଅବସରରେ ସର୍ବ ପଲ୍ଲୀ ହୋଇଥିଲେ ଜନମ 

ଦେବାଳୟେ ପୂଜା ପାଆନ୍ତି ଯେମିତି ଈଶ୍ୱର ଗୁରୁଜୀ ଗୁରୁମାଆ ମୋ ପାଇଁ ସ୍ଵୟଂ ଠାକୁର ।।

ବଡ ହେଲା ପରେ ନିଜ ଗୁରୁ ବୋଲି ଦେବାକୁ ସମ୍ମାନ ଲାଗୁଛି ଲାଜ 

ସେଇ ଗୁରୁ ପାଇଁ ନିଜେ ଗୁରୁ ସ୍ଥାନେ ପହଞ୍ଚି ପାଉଛେ ଆଜ

ଗୁରୁର ନୀତିବାଣୀ ମାନିଲେ ଛାତ୍ର ହୁଅଇ ସେ ଏକ ଆଦର୍ଶ ଛାତ୍ର 

ତାଙ୍କୁ ଅସମ୍ମାନ କରି ଯିଏ ବଢ଼ିଥାଏ ଆଗକୁ 

 ଜୀବନରେ ସେ ଠେଲି ଯାଏ ମରଣ ମୁହଁକୁ 

ସଦଗୁରୁଙ୍କ ଠାରୁ ଶିକ୍ଷା ଲାଭ କରି ହେବା ଭଲ ଶିଷ୍ୟ 

ତା ହେଲେ ହେବା ଆମେ ଉଚ୍ଚ ପଦ ବ।ଚ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational