STORYMIRROR

Akankshyamayee Dash

Abstract Fantasy Inspirational

3  

Akankshyamayee Dash

Abstract Fantasy Inspirational

ଗୁରୁ

ଗୁରୁ

1 min
185

ଗୁରୁଙ୍କୁ ନ ମଣିବ ନର 

ଗୁରୁ ହିଁ ସାକ୍ଷାତ ଈଶ୍ୱର ।।

ପବିତ୍ର ଆଷାଢ ପୂର୍ଣ୍ଣିମା ତିଥି ଏ ,

ଅନେକ ପୁଣ୍ୟର ଦିନ 

ଏ ଶୁଭ ଲଗନ, ଶୁଭ ସମୟେ ,

ଶୁଭ ଅବସରରେ ବ୍ୟାସ ହୋଇଥିଲେ ଜନମ ।

ଦେବାଳୟେ ପୂଜା ପାଆନ୍ତି ଯେମିତି ଈଶ୍ୱର 

ଗୁରୁଜୀ ଗୁରୁମା ମୋ ପାଇଁ ସ୍ଵୟଂ ଠାକୁର ।

ବଡ଼ ହେଲା ପରେ ନିଜ ଗୁରୁ ବୋଲି ଦେବାକୁ ସମ୍ମାନ ଲାଗୁଚି ଲାଜ 

ସେଇ ଗୁରୁ ପାଇଁ ନିଜେ ଗୁରୁ ସ୍ଥାନେ ପହଞ୍ଚି ସମ୍ମାନ ପାଉଚେ ଆଜ ।।

ଗୁରୁଙ୍କ ନୀତି ବାଣୀ ମାନିଲେ ଶିଷ୍ୟ ହୁଅଇ ସେ ଏକ ଆଦର୍ଶ ଛାତ୍ର 

ଗୁରୁ ଏଇ ସଂସାରେ ପରଂବ୍ରହ୍ମ ଶିଷ୍ୟ ର ସିଏ ଅଟନ୍ତି ପରମ ମିତ୍ର ।

ତାଙ୍କୁ ଅସମ୍ମାନ କରି ଯିଏ ବଢ଼ି ଥାଏ ଆଗକୁ 

ଜୀବନ ରେ ସେ ଠେଲି ଯାଏ ମରଣ ମୁହଁକୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract