STORYMIRROR

Reeta aparajeeta Mohanty

Inspirational Others

3  

Reeta aparajeeta Mohanty

Inspirational Others

ଗୁରୁ ପରି ଗୁରୁ ତୁମେ

ଗୁରୁ ପରି ଗୁରୁ ତୁମେ

1 min
272

ତୁମ ପ୍ରେମ ପବିତ୍ର

ତ୍ୟାଗରେ ତ୍ୟାଗରେ ତିଆରି

ଗୁରୁ ତୁମେ ମୋ ଜୀବନକୁ ଯେବେ ଆସିଲ

ମୋ ଭଙ୍ଗା ନାଆ ଗୋଟିଏ ଦିଗ ମିଳିଗଲା

ମୁଁ ମଝି ଦରିଆରେ ଭାସିଯାଉଥିଲି

ଆପଣ ବିଶାଳ ଦ୍ରୁମ ପରି ମୋ ଜୀବନକୁ ଆସିଲେ

ଆପଣ ମୋ ପ୍ରେରଣାର ଆଧାର

ଆପଣ ମୋ ମନର ଅଜ୍ଞାନତା ଦୂର କରି

ଜ୍ଞାନ ର ଆଲୋକ ଢାଳିଦେଲେ

ମୋ ତୃଷିତ ପ୍ରାଣରେ

ଆପଣ ମତେ ଜୀବନର ବିରାଟ ଅନୁଭଵ ସହ

ପରିଚିତ କରାଇଲେ।

ଆପଣଙ୍କ ପରି ଗୁରୁ ପାଇ।

ମୋ ଜୀବନ ଧନ୍ୟ ହେଇଛି

ସଦା ମୋ ଅନ୍ତରରେ ଭକ୍ତି କରୁଥିବି

ପାଖରେ ଥିଲେ ବା ଦୂରରେ ଥିଲେ

ସଦା ଚରଣରେ ଅର୍ପଣ କରୁଥିବି ପ୍ରଣତୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational