STORYMIRROR

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

ଗୁଣ୍ଡିଚାରାଣୀ ଓ ଜଗନ୍ନାଥ

ଗୁଣ୍ଡିଚାରାଣୀ ଓ ଜଗନ୍ନାଥ

1 min
186

ସମ୍ପର୍କ ଶିଖିବାକୁ 

ପଚାର ଗୁଣ୍ଡିଚାରାଣୀଙ୍କୁ 

ଆଉ ଉତ୍ତର ଭଗବାନ କାଳିଆଙ୍କୁ 

ପରକୁ ଆପଣାର କରିବା ନିତି 

ଆତ୍ମା ସଙ୍ଗେ ଆତ୍ମା ମିଳନର ପଂକ୍ତି 

ଆବେଗ ଉସ୍ଛାହ ରେ ବାନ୍ଧି ସ୍ଥିତି 

ସମ୍ପର୍କର ଡୋରି ଖିଏ ଏମିତି 

ଦୃଷ୍ଟାନ୍ତ ଜଗନ୍ନାଥ ରଥରେ ଆସନ୍ତି 

ମାଉସୀମା ଡାକି ହୃଦୟେ ବସାନ୍ତି 

ହାତରୁ ପୋଡପିଠା ଖାଇ 

ସନ୍ତୋଷ ଦିଅନ୍ତି ନିଅନ୍ତି 

ସମ୍ପର୍କ ରକ୍ତର ଆଜି ଲହୁର ହୋରି ଖେଳନ୍ତି 

ବିଶ୍ୱାସ ରେ ନିଶ୍ୱାସ ଭରସା ପାଇ 

ସମ୍ପର୍କ ଭକ୍ତିରେ ଭାବରେ ଯାହା ଛିଡ଼େନାହିଁ 

ଗୁଣ୍ଡିଚାରାଣୀ ଜଗନ୍ନାଥଙ୍କୁ ଦେଖି

ଭକତେ ବୁଝିଯାଆନ୍ତି 

ଆହୁରି ବୁଝିବାକୁ ଭାଇ ଭଉଣୀ ସାଥେ 

ଘୋଷଯାତ ଠାକୁରେ ଚଳାଇଛନ୍ତି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action