Sunanda Mohanty

Abstract Others

3.5  

Sunanda Mohanty

Abstract Others

ଗୁହାରୀ ଶୁଣ ହରି

ଗୁହାରୀ ଶୁଣ ହରି

1 min
17


ଶେଷ ନିଷ୍ପତ୍ତି ମୋ ହେବି ସାରଥୀ 

କରୋନା ଯୁଦ୍ଧରେ ଯୋଦ୍ଧା ମୁଁ ଦମୟନ୍ତୀ 

ଅନଲାଇନ ପାଠ ପଢ଼େଇ 

ଶିକ୍ଷକତା ଗୁଣେ ହେବି ମୁଁ ଗୁଣୀ 

ଗୁରୁଦିବସରେ ଗୁରୁଜନଙ୍କୁ

 ପ୍ରଣିପାତ କରି ସେ ଦେବତାଙ୍କୁ 

ସୃଜନୀ ଶକ୍ତି ମୋ ବଢ଼ାଇବାକୁ 

ଆର୍ଶୀବାଦ ମାଗେ ପିତୃପୁରୁଷ ଙ୍କୁ 

ମିଛ ସତ ମତେ ଆସୁନି ଜମା 

ତଥାପି ମୁଁ କାଇଁ ପାଉନି କ୍ଷମା 

ସରଳତାରେ ମୋ ଗରଳ ଭରି 

ନଦେଉ ମତେ କେ ନିନ୍ଦା ଅପବାଦ 

ଲୟ ଥାଉ ପ୍ରଭୁ ତୁମ୍ଭ ପଦେ ଶ୍ରୀହରୀ. 


Rate this content
Log in

Similar oriya poem from Abstract