STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ଗ୍ରନ୍ଥ

ଗ୍ରନ୍ଥ

1 min
35

ମୁଁ ତତେ ଭଲପାଏ ଏତେ 

ଦର୍ପଣକୁ ଦେଖିନାହିଁ ସେତେ 

ତୁ ମୋର ଗ୍ରନ୍ଥଗୃହ ସାରଳାର୍ଥେ 

ତୋ ଭିତରେ ସାରସ୍ୱତ ସମର୍ଥେ 

ତୋ ସନ୍ଧାନେ ଦିନ ରାତି ବିତେ 

ସାଧବ ବୋହୁ ପରି ତୋ ଭିତରେ 

ହଜି ଯାଇଛି ମୁଁ ନିସ୍ଵାର୍ଥେ 

ପ୍ରତିଟି ସୁନେଲି ସକାଳର ଓଁକାର 

ଆରମ୍ଭ ମୋ ଦିନଚର୍ଯ୍ୟା ବିତେ 

ଅମା ଅନ୍ଧାରେ ବି ମୁଁ ପାଇଯାଏ ତତେ 

ନିଃଶୁଳ୍କ ସମୟର ପ୍ରତିଛବି ଗୀତେ 

ତୋ ଦେହର ହସ୍ତାକ୍ଷର ଯେତେ

 ସବୁ ଇସ୍ତାହାର ମୋର ସମର୍ପିତ 

ଜୀବନର କରୁଣ ସମାଧାନ ରେ 

କୁବେରପୁରୀ ତୁ ମୋର ସତେ 

ସୁଖ ଦୁଃଖ ର ସାଥି ତୁ ଏକାନ୍ତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract