STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ଗୃହ ବନ୍ଦୀ - 18

ଗୃହ ବନ୍ଦୀ - 18

1 min
11.7K


ଗ୍ରୀଷ୍ମ ର ନିଦାଘରେ

ଉଷ୍ମିତ ଧରାକୁ ଶୀତଳ

କରିବା ପାଇଁ 

ଅସରାଏ ବର୍ଷା ଯଥେଷ୍ଟ ll


ଭାରାକ୍ରାନ୍ତ ମନକୁ, 

ଦୁଃସ୍ଥ ଚିନ୍ତା ଭାବନାକୁ 

ହାଲକା କରିବାକୁ 

ତୁମ ପ୍ରେମର ପରଶ ଯଥେଷ୍ଟ ll


ଯନ୍ତ୍ରଣାରେ ପେଶି ହୋଇ 

ନିତି ଜୀଇଁବା ଅପେକ୍ଷା 

କେବେ ଦିନେ 

ଗୋଟେ ଟୋପା ବିଷ ପିଇ 

ମରିଯିବା ଯଥେଷ୍ଟ ll


ହେଲେ ତୁମଠାରୁ 

ଗୃହ ବନ୍ଦୀର ଜୀବନରୁ 

ନିସ୍ତାର ପାଇଁ 

ଗୋଟିଏ କବିତା ଲେଖିବା ଯଥେଷ୍ଟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance