STORYMIRROR

Ashok Kumar Pradhan

Tragedy

3  

Ashok Kumar Pradhan

Tragedy

ଗୃହ ବନ୍ଦୀ - 11

ଗୃହ ବନ୍ଦୀ - 11

1 min
11.8K

ଜ୍ୟୋତ୍ସ୍ନା ପୂରିତ 

ସରଣୀ ସରିତ

କୁମୁଦ ପ୍ରମାଦେ 

ଭ୍ରମର ଭ୍ରମନ୍ତି 

ଅବହେଳେ ll


ଜଳାଶୟର ଜଳରେ

ପ୍ରତିବିମ୍ବ 

ରୂପା ଥାଳିଆ ପରି 

ଝକମକ୍ କରୁଥିବା

ନିରୀହ ପିଣ୍ଡାଟିଏ ll


କଳ୍ପନା ବିଳାସୀ 

ପ୍ରେଷ୍ଠ ତତ୍ତ୍ଵମସୀ 

ନିମିଳିତ ନୟନରୁ 

ସ୍ଫୁରିତ ଆଭାର 

ଚମକ ଖେଳେ ll


ଜଠରୁ ଶ୍ମଶାନ 

ଯନ୍ତ୍ରଣାରେ 

ସମାସୀନ ଅବା

ମିଛ ଅଭିନୟର 

ନିଛକ ଛବି ll


ଅତ୍ୟାଚାରିତ 

ପ୍ରପୀଡିତ 

କାମବାଣରେ ଜର୍ଜରିତ 

ବିଫଳ ପ୍ରେମିକ 

ବନ୍ଦୀ ଆଜି 

ପଳାତକ ll


ଦିବସ ଅତିକ୍ରାନ୍ତେ

ସୁରାସାକିର

ଆସରରେ ମସଗୁଲ 

ଧିକ୍କାରିତ 

ନିଷ୍ପେସିତ ପ୍ରେମିକ ll               


କ୍ରମଶଃ---


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy