STORYMIRROR

Ashok Kumar Pradhan

Romance Tragedy

4  

Ashok Kumar Pradhan

Romance Tragedy

ଗୃହ ବନ୍ଦୀ - 10

ଗୃହ ବନ୍ଦୀ - 10

1 min
447

 ଅଶୋକ ଚାଲ ସ୍ଵପ୍ନର ବାଲିଘରକୁ ଭାଙ୍ଗିଦେବା ଜୁଆର ଆସି ଅଥଳ ସାଗରରେ ମିଶାଇବା ଆଗରୁ ll

ବିନା ଡେଣାରେ ମୁକ୍ତାକାଶର ବିହଙ୍ଗ ପରି ନୀଳ ଆକାଶକୁ ଉଡ଼ିଯିବାର ଦୁଃସାହସ କରିବା ll

ବନ୍ଦୀ ଗୃହରେ ମୁକ୍ତିଯୋଦ୍ଧା ଭାବେ ଆତ୍ମଘୋଷଣା କରିବା ସ୍ଵାଧୀନତା ସଂଗ୍ରାମର ଦୁନ୍ଦୁଭିକୁ ll

ସ୍ଵପ୍ନର ତାଜର ବେତାଜ ବାଦଶାହାର ଗୋଲାମ୍ ବନିବାର ପ୍ରହେଳିକାରେ ଉବୁଟୁବୁ ହେବାର ବିଡମ୍ବନା ll ଦିନ ପରେ ଦିନ ରାତି ପରେ ରାତି ବିତୁଛି ବିତିବ ଏମିତି ସମୟ କରେନା ଅପେକ୍ଷା କାହାର ଚାଲୁଥାଏ ଅବିରତ ll               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance