ZYOTSNA PATRAW
Abstract Others
ମୃତ୍ୟୁଠାରୁ ମୃତ୍ୟୁ ଶଯ୍ୟା
କେତେ କଷ୍ଟକର
ପାରିବ ବଖାଣି କିବା
ପ୍ରାଣ ଧାରୀ ନର !
ଶଯ୍ୟାଶାୟୀ ନର କଣ
ପାରିବ ବଖାଣି
କାହା ପାଇଁ କିଏ କେତେ
ଦିଏ ସୁଖ ଆଣି !
ଯିଏ ମୃତ ତା' ପାଇଁକି
କିଛି ଦରକାର
ମଲା ପରେ ସବୁ ଛାର
ଦୁନିଆଁ ଅସାର !
ବାପା
ସମ୍ରାଟ ଫକୀର
ଓଠ
ବିଚିତ୍ର ଚର୍ବି
ଡଙ୍ଗା ଭସା ଗୀତ
ମୁଁ ନୁହେଁ କି ...
ମଶାଣି ଆଁରେ ଲଭ
ମାଆ ମୋତେ ଜନମ ...
ବାପା ମୁଁ କଣ ଠ...
ଭାଳି ଭାଳି ଭଲ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ମାଆ ହାତେ ଘାଆ ହେଲା ... ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ...
ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ତନୁ ମନ ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ...
ମା ଗୋ ମା ମା ଗୋ ମା
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ
ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ହୁଅନ୍ତୁ ଅନୁପ୍ରାଣିତ ... ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ...
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ପୁତ୍ରର ବିଳାପ ପୁତ୍ରର ବିଳାପ
ନିର୍ବାଣ ସୂର୍ଯ୍ୟର ଅଭିମୁଖେ ନିର୍ବାଣ ସୂର୍ଯ୍ୟର ଅଭିମୁଖେ
ସେ ଦିନର ରାମଲୀଳା ଆଜି ଆଉ ନାହିଁ ଯାତ୍ରା ଦଳ କରୁଛନ୍ତି ସାମାଜିକ ବହି। ଫୁଙ୍ଗୁଳା ନାଚରେ ଫାଟେ ତ ସେ ଦିନର ରାମଲୀଳା ଆଜି ଆଉ ନାହିଁ ଯାତ୍ରା ଦଳ କରୁଛନ୍ତି ସାମାଜିକ ବହି। ଫୁଙ୍ଗୁଳା ନାଚରେ...
ସତ୍ୟ ବଚନ ସତ୍ୟ ବଚନ
କବି କବି
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ
ରଜକ କେବେ କି ଯଜ୍ଞାଚାର୍ଯ୍ୟ ଗ୍ରାହୀ ବେଦାଚ଼ାର୍ଯ୍ୟ ପାଠକଲେ, ଶୁକର ନୁହଇ କେବେବି ଗୋମାତା ସୂର୍ଯ୍ୟ ଚନ୍ଦ୍... ରଜକ କେବେ କି ଯଜ୍ଞାଚାର୍ଯ୍ୟ ଗ୍ରାହୀ ବେଦାଚ଼ାର୍ଯ୍ୟ ପାଠକଲେ, ଶୁକର ନୁହଇ କେବେବି ଗୋମ...
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ