STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ଗଣତନ୍ତ୍ର

ଗଣତନ୍ତ୍ର

1 min
197

ୱାର୍ଡ ନମ୍ବର ଆଠ

ଉତ୍ତେଜନା ପ୍ରବଣ

ପୋଲିସ ଛାଉଣୀ

ଭୋଟ ଚାଲିଛି

ବୃଦ୍ଧ ଭୋଟ୍ ଦେବାକୁ ଆସିଲେ

ପଚାରିଲେ ପୋଲିଂ ପାଟିକୁ

ମୋର ପତ୍ନୀ ଭୋଟ୍ ଦେଇଗଲେଣି

ତାଙ୍କ ନାମ କଣ?

ସତ୍ୟଭାମା ବଳିୟାରସିଂହ

ହଁ, ସେ ତ ଦେଇଗଲେଣି

ଟିକେ ଆଗରୁ ଆସିଥିଲେ

ଦେଖାହୋଇଥାନ୍ତା 

ଆପଙ୍କ ସ୍ତ୍ରୀ କଣ ଭିନେ?

ହଁ ସାତବର୍ଷ ଧରି

ଆରପାରିକୁ ଗଲାଣି

ହେଲେ ଭୋଟ ଦେବାକୁ ଆସନ୍ତି !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational