STORYMIRROR

Pramila Mohanty

Inspirational

4  

Pramila Mohanty

Inspirational

ଗଜବେଶ

ଗଜବେଶ

1 min
23.1K

ଆହେ ମହାବାହୁ

କରିବ କି ଆଜି

 ଶତ୍ରୁକୁ ନାଶ

ଧରିଅଛ ଗଜବେଶ

କି ମୁକଟ ପିନ୍ଧିଛ

  ଅତି ଯତନରେ

  ହୋଇଛି ସଜାଇ

ଦେଇ ଅଛି ରାଘବଦାସ

 ଗୋପାଳ ତୀର୍ଥ ମଠ

କରିଥିଲେ କି ପୂଣ୍ୟ

 ତୁଳସୀ ଗେଣ୍ଡୁ ପଦ୍ମ

ତବ ମୁକୁଟେ ହୋଇଛନ୍ତି

      ସଜ୍ଜିତ

ଅତି ସରାଗେ ଖୋସିଛ

   ଦୂବଘାସ

ବେଢ଼ା ରେ ଲାଗିଚି ପୁଷ୍ପ

କି ପୂଣ୍ୟ କରି ଥିଲା 

  ଭେଲବେଟ୍ ସୋଲ

ଚିକ୍ ମିକ୍ ରଙ୍ଗ ରେ

 ଝଲମଲ ହୋଇ

ଝଲୁସୁଛି ଚାରି ଦିଗ

ପୂଣ୍ୟ ଲୋଭିଲି ନୟନ

ଆହ କି ଅଲୁଭା ଦୃଶ୍ୟ

ଯାଇ ପାରିଲିନି ପ୍ରଭୂ

ଆଖି ରୁ ବୋହୁଛି

     ଲୋତକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational