STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଘୁଷୁରିକୁ ପାଚିଲା କଦଳୀ

ଘୁଷୁରିକୁ ପାଚିଲା କଦଳୀ

1 min
198


କଥାରେ ଅଛି ଭଲ

ଘାସରେ ଗାଇ ଚରେନା

ଘୁଷୁରିକୁ ପାଚିଲା କଦଳୀ

ରୁଚେନା ।


ଖିରି ଶାକର ତାକୁ

ଭଲ ଲାଗେନା

ଯାହାର ମନ୍ଦବୁଦ୍ଧି ତାକୁ

ଭଲ କଥା ଭଲ ଲାଗେନା ।


ତାକୁ ଚୋର ତସ୍କରଙ୍କ କଥା

ରୂଚି ବଢାଇ ଖୁବ୍ ଉଲ୍ଲାସର

ସହ ବିସ୍ମୋରିତ ନୟନରେ

ଶୁଣିବାର କରେ ଯୋଜନା ।


ସେପରି ବ୍ଯକ୍ତି ସଦା ହୁଏ

ବାଟ ମାରଣା

ସେପରି ବ୍ଯକ୍ତିର ବ୍ଯକ୍ତିତ୍ବ

ସଭିଙ୍କୁ ଥାଏ ଜଣା ।


ସଭିଙ୍କ ଠାରୁ ଖାଏ ଛି ଛାକର

କରନ୍ତି ସଭିଏଁ ଘୃଣା

କହନ୍ତି ହୋଇଛି ତାରି

ବୁଦ୍ଧି ବଣା ।


ତେଣୁ ସେ ଅଯୋଗ୍ୟ

କିପରି କରିବ କାରି

ଶୁଭକାମନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational