STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ଘରଛଡା

ଘରଛଡା

1 min
81


ଘରଛଡା ହୋଇ

ଦାଣ୍ଡରେ ବୁଲୁଛି

ସବୁ ତେଜ୍ଯା କରିଦେଇଛି

ମାର ମମତା ବାପାଙ୍କର

ସ୍ନେହ ଭାଇ ଭଉଣୀର

ସମ୍ପର୍କକୁ ନିଜ ପାଦରେ

ଦୋଳି ଗୋଠଛଡା ସାଜି

ଦାଣ୍ଡେ ଦାଣ୍ଡେ ବୁଲୁଛି

କେତେ ବୁଝେଇଲେ

ବୁଝୁନାହିଁ ଜମା ମୁହଁ ରେ

  ଜବାବ ଦେଉଛି

ଘରକୁ ଡାକିଲେ ଜିଘାଂସି

 କରି କଥା କହୁଛି

କେଉଁଠି କେଜାଣି କୁଆଡେ

 କୁଆଡେ ବୁଲୁଛି

ତା ପାଇଁ ବୋଉ ସଢି ଯାଇଛି ସଦା ନୟନୁ ଲୋତକ ଝରାଇ

    ରହୁଛି

ଥିଲା ସେ ଗଣ୍ଠି ଧନ ଗଳାମାଳି

ଏବେ କାହିଁକି କେଜାଣି

 ଏମିତି ହେଉଛି

ସେ କି ଆଉ ଦାୟିତ୍ୱ ନେବ

ଘର ଦ୍ବାର ର ନିଜେ ସେ

 ନିଜକୁ ଭୂଲି ଯାଇଛି

ସତରେ କି ସେ ଆଉ

ଅଯୋଗ୍ୟ ଅଲୋଡା ହୋଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational