STORYMIRROR

Sunanda Mohanty

Classics

3  

Sunanda Mohanty

Classics

ଘୋଷଯାତ

ଘୋଷଯାତ

1 min
30

 

ଫୁଲୁରି ତେଲଲାଗାଇ ଗୁପ୍ତ ଘରେ ଅଛରହି 

ସୁଇଜରଲାଣ୍ଡ ଗଲକି ପ୍ରଭୁ ପଳେଇ 

କରୋନାରୁ ମୁକ୍ତ କରିବା ପାଇଁ 

ବିଜ୍ଞାନୀ କହନ୍ତି କରୋନା ଆସିଛି 

କୋଉଠୁ କେତେବେଳେ କିପରି କାଇଁ ।

ତେଣେ ଭାରତର ସୀମା ବିବାଦ 

ଚୀନ ବୁଝିଗଲା ବୁଝିବ ନେପାଳ 

ବୁଲୁଛନ୍ତି ବୋଧେ ସୀମାନ୍ତେ ଗୋପାଳ 

ପଟିଦିଅଁ ପିନ୍ଧନ୍ତି ଏଠି ଫୁଲମାଳ 

ଓଡିଶା ରାଇଜ ଗର୍ବିତ,

କରୋନା ଯୋଦ୍ଧାଙ୍କ ହାତ ସାଥେ ହାତ

ବଢ଼ାଅ ନା ଜଗନ୍ନାଥ,ଗାଡ଼ାଇବା ପୂର୍ବରୁ ରଥ

କରି କରାଉଥାଅ ହରି 

ତୁମେ ନିଜେ ନିଜକୁ କର କିଆଁ ଏତେ ସରି 

ମୌସୁମୀ ଆସୁଛି ରଥ ପ୍ରସ୍ତୁତି ସରୁଛି 

ଘୋଷଣାରେ ଘୋଷଯାତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics