STORYMIRROR

Debasis Ray

Action Inspirational Children

3  

Debasis Ray

Action Inspirational Children

ଘଡି ର ସମୟ

ଘଡି ର ସମୟ

1 min
223


 ପିଲାମାନେ ସର୍ବଦା ଘଡି କରୁଥାଏ ଟିକ୍ୱ ଟିକ୍ୱ ଟିକ୍ୱ 

ଚେତାଇଦିଏ କରିବାକୁ ସବୁ କାମ ଠିକ ଠିକ ଠିକ 


ଚେଷ୍ଟାକର ଶିଖିବାକୁ ଘଡ଼ିଠାରୁ ସର୍ବଦା ଏହି ଶିକ୍ଷା 

ତୁମକୁ କରିବାକୁ କେବେ ପଡ଼ିବନି ଜ୍ଞାନ ଓ ଧନ ର ଭିକ୍ଷା 


ସବୁଠୁ ବଳବାନ ସମୟ କୁ ଜଗି ରଖି ବାଟ ଚାଲିବ 

ଜୀବନର ଗତିପଥେ ଏହି ଚେଷ୍ଟା ସହାୟକ ହୋଇବ 


ଶୈଶବ ,ଯୌବନ ପୁଣି ଵIର୍ଦ୍ଧକ୍ୟ ରେ ପ୍ରବେଶିବ 

ତଥାପି ଘଡ଼ିର ସମୟ କେବେ ତୁମକୁ ନଛାଡିବ        


ଜାଣିରଖ ପିଲାମାନେ ଘଡି କେବେ ଓଲଟା ବୁଲିବନି 

ଚାଲିଯାଇଥିବା ଅତୀତର ସୁଖ ଦୁଃଖ କେବେ ଫେରିବନି 


ଘଡି କୁ ନଚାହିଁ ନବୁଝି କର୍ମ କରିଲେ ଜୀବନ ହୋଇଯିବ ନଷ୍ଟ 

ଜାଣିଶୁଣି ମନଇଚ୍ଛା କରିଚାଲିବIନି ଅମୁଲ୍ୟ ଜୀବନ ବିନଷ୍ଟ 


ଘଡ଼ିକୁ ଆଧାରକରି ଯିଏ କରନ୍ତି ସମୟର ସଦଉପଯୋଗ 

ଏହା ନିଶ୍ଚିନ୍ତ ବିଧି ନିର୍ଦ୍ଧିଷ୍ଟ ସେମାନେ କରନ୍ତି ଜୀବନ ଉପଭୋଗ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action