STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ଗଛଲତା

ଗଛଲତା

1 min
232

ଜୀବନ ରହିଲେ ଜଞ୍ଜାଳ ବି ରହେ

ସମସ୍ୟା ଆସେ ନିଶ୍ଚିତ,

ଧୀର ସ୍ଥିର ଚିତ୍ତେ କରିଥିଲେ କାମ

ହେବା ନାହିଁ ଅନିଶ୍ଚିତ।

ଉପଯୁକ୍ତ ଖାଦ୍ୟ ପାନୀୟ ଶରୀର

ଲୋଡୁଥାଏ ବଞ୍ଚିବାକୁ,

ଅଭାବରେ ନାନା ରୋଗ ମାଡିଆସେ

ଭୟ ନିଶ୍ଵାସ ନେବାକୁ।

ବୃକ୍ଷ ହିଁ ଜୀବନ ଅଟେ ପରା ଆମ

ଏହି ଜଗତରେ ଜାଣ,

ଅଭାବ ରହିଲେ ଖାଦ୍ୟ ପାନୀୟର

ବୃକ୍ଷ ହାରଇ ଜୀବନ।

ଅମ୍ଲଜାନ ଦିଏ ପରିବେଶ ସୁସ୍ଥ

ରଖେ ଆମପାଇଁ ସିଏ,

ଡାଳ,ପତ୍ର ଚାରା ଶାଖା ଓ ପ୍ରଶାଖା

ସବୁଜ ମୟ ଧରଣୀ,

ପତ୍ର ଯେ ରୋଷେଇ ଶାଳ ବୃକ୍ଷର

ପତ୍ରଶୁଖି ଗଲେ ଭାଳେଣି।

ଶୁଖିଲା ପତ୍ରର ନ ଥାଏ ଜୀବନ

ଦର୍ଶନେ ବି ଲାଭତ ନାହିଁ।

ବାର୍ଦ୍ଧକ୍ୟରେ ହାତ ଗୋଡ଼ ତ ଶିଥିଳ

ଗଛଲତା ଙ୍କର ଥାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational