STORYMIRROR

Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ଗଛ ଆମ ଜୀବନ

ଗଛ ଆମ ଜୀବନ

1 min
153

ଗଛ ଦିଏ ଅମ୍ଳଜାନ

ଗଛ ଲଗାଇବା ଅଭିଯାନ

ଗଛ ପାଇଁ ସମ୍ୱେଦନ

ଦେଖିବା ନିତି ସପନ

ଘରେ ଓ ବାହାରେ

ଉଦ୍ଭିଦ କରି ରୋପଣ

ସ୍ୱାସ୍ଥ୍ୟ ପ୍ରତି ହେବା ସାବଧାନ

ବଢିବ ଯଶ ମାନ ଧାନ ଧ୍ୟାନ

ଗଛର ପରସ ପାଇକି ହରଷ

ହେଉଥିବା ସବୁଦିନ

ମାଟିର ସଂରକ୍ଷଣ କରି ବହନ

ଲଗାଇବା ଚାରା ରକ୍ଷା ପାଇବାକୁ ଖରା

ମୌସୁମୀ ଆସିବ ବହନ

ଚାଷୀର ମାନ ସମ୍ମାନ

ରଖିବ ଗଛ ହେବ ଶସ୍ୟ ଉତ୍ପନ

ଗଛ ଲଗାଇବାରେ ଦେବା ମନ ଧ୍ୟାନ

ପାଇବା ବିଶୁଦ୍ଧ ଅମ୍ଳଜାନ

ବଞ୍ଚିବାକୁ ଅଢ଼େଇଦିନ ବା ସବୁଦିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract