STORYMIRROR

Sunanda Mohanty

Abstract Drama Action

3  

Sunanda Mohanty

Abstract Drama Action

ଗାଁରେ ଶୀତ ଦିନ

ଗାଁରେ ଶୀତ ଦିନ

1 min
191


ଗାଁରେ ଶୀତ ଦିନ

ଆସିଲେ ଅଳ୍ପ ପରିବର୍ତ୍ତନ

ସକାଳୁ ବୁଢ଼ୀ ଭାଜେ ମୁଢ଼ି

ଛାଣୁଥାଇ ପକୋଡ଼ି

ଯୁବ ବୃଦ୍ଧ ପିଲାଙ୍କ ମେଳି

ଗାଁ ମୁଣ୍ଡ ଦୋକାନ ଗହଳି

ଗୋଲମରିଚ ଦିଆ ଚାହା

ପିଉ ପିଉ ଉହୁ କେତେ ହାୱା

ଶୀତ ଛାଡିଯାଏ ତା ପରଶେ

କାମାଦାମ କରିବା ଉଲ୍ଲାସେ

ସରବେ ହୋଇ ଏକତ୍ରିତ

ଅଳିଆ ଏକାଠି କରି ନିୟନ୍ତ୍ରିତ

ଧ୍ଵନି କରି ଶୀତ ଛଡାଇ

କଥାର ଆଦାନ ପ୍ରଦାନ ହୁଅଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract