STORYMIRROR

Akankshyamayee Dash

Classics Inspirational

3  

Akankshyamayee Dash

Classics Inspirational

ଗାଈ

ଗାଈ

1 min
219

ବେଦ ,ଶାସ୍ତ୍ର,ମତେ ଗୋରୁ ପାଇ ଛନ୍ତି ,ମାତା ର ଆସନ ଏଠି 

 ହିନ୍ଦୁ ଧର୍ମ କର୍ମ ସବୁରି ମୂଳ ସେ ଶୁଭ।ଶୁଭ ମିଳେ ସେଠି ।

ନନ୍ଦିନୀ କପିଳା କାମ ଧେନୁ ପୁଣି ହରି ହର ପ୍ରିୟ ସାଥି

ମା ପରି ଦିଏ ସ୍ତନ ରୁ ନିଗାଡି , ବଳ ବୃଦ୍ଧି ଶୁକ୍ଳ ତିଥି ।

ମ ଲ ମୂତ୍ର ତାର ଖତ୍ ଖାର ହୋଇ ଫଳ ଇ ଦିଏ ସେ ସୁନା 

ବିନା ପ୍ରତି ବାଦେ ଖାଏ ମାଡ଼ ଗାଳି ମନ କରେ ନାହିଁ ଉଣ।

ବେଦବର ବ୍ରହ୍ମ। ହରି ନେଲେ ଯେଣୁ ଅଙ୍ଗୁ ଜାତ କଲେ କୃଷ୍ଣ 

ସକଳ ସପନ ସୁଖ ର କାରକ ବୃତ୍ତି ବୃଦ୍ଧି ପାଏ ଧନ ।

ଧନ ମାନ ଆଉ ମା ର ସମାନ ,ଗୋରୁ ଗାଈ ଆମ ଯେ ନୁ

ତାଙ୍କର ପ୍ରତି ଅ।ସ ଭକ୍ତି ଯେ କରିବା 

ହେୟ ନ ମଣି ବା ତେଣୁ ।


Rate this content
Log in

Similar oriya poem from Classics