STORYMIRROR

Neelima Nivedita Behera

Romance

1  

Neelima Nivedita Behera

Romance

ଏଣୁତେଣୁ

ଏଣୁତେଣୁ

1 min
2.5K


ବିଶ୍ଵାସକୁ ଆଖିରେ ଥାପିଥାଏ ବୋଲି ତ

କଜଳକୁ ମୋର ଡର

ବୋହିଯାଏ ଯଦି ସେ ଲୁହରେ ଥରୁଟେ

କାହାକୁ କହିବ ନିଜର ?

ହସିବାକୁ ଚାହିଁ ହସି ପାରିନି ବୋଲି ତ

ତୁମକୁ କୁହେ ମୁଁ ମୋର

କିନ୍ତୁ ନିରବି ଯାଅ ତୁମେ ଦୂର ଗଗନରେ

ହୋଇଯାଅ କାହିଁ ପର ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance