STORYMIRROR

Neelima Nivedita Behera

Inspirational

2  

Neelima Nivedita Behera

Inspirational

ଏଣୁତେଣୁ ୮

ଏଣୁତେଣୁ ୮

1 min
13K


ଅନ୍ଧାର ଘନେଇଲେ

ରାତି ବାଢେ ଶବ୍ଦର ନୈବେଦ୍ୟ

ମହକେ ଚଉଦିଗା...

ଫେସବୁକ୍, ହ୍ୱାଟସ୍ ଆପ୍ ଆଉ

ଛାତି ତଳର ଅନ୍ଧାରି ଗୁମ୍ଫା ଥରି ଉଠେ

ନିରବ ଲୁହର ନୂପୁରରେ,

ହସର ପାଟଳ ରଙ୍ଗରେ,

କେବେ କେବେ ପୁଣି

ତୁମ ଉଷୁମ୍ ନିଃଶ୍ୱାସର ଆଭାସରେ ।

ଅନ୍ଧାର ଘନେଇଲେ

ଅନ୍ଧ ହୁଏ ବାସ୍ତବତା ଓ ମୋ ବିଶ୍ଵାସ

ସତ ଦେଇଯାଏ ଦଗା...

#


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational