STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

ଏଣୁତେଣୁ -୨୦୧୭(୧୧)

ଏଣୁତେଣୁ -୨୦୧୭(୧୧)

1 min
2.4K


ଶୀତ ଦିନ ମାନେ ଇ'

କୁହୁଡିରେ ଦିଶିବନି ଆଗକୁ ରାସ୍ତା

କାକରରେ ଓଦା ହେବ ଦେହ ଆଉ ମୁଣ୍ଡ

ତା' ବୋଲି କ'ଣ

କମିଯିବ ରାସ୍ତାର ଗହଳି

ନା ବନ୍ଦ ହେବ

କେଉଁଠି ଗୋଟାଏ ପହଞ୍ଚିବା ଉଦେଶ୍ୟରେ

ଚାଲୁଥିବା ପଥଚାରୀଙ୍କ ପ୍ରତିଯୋଗୀତା ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance