STORYMIRROR

Sunanda Mohanty

Drama Horror Thriller

3  

Sunanda Mohanty

Drama Horror Thriller

ଏକାକୀ ବେଳାର ମନର ଭୟ

ଏକାକୀ ବେଳାର ମନର ଭୟ

1 min
206


ମଣିଷ ସାମାଜିକ ଏକୁଟିଆ

ବଞ୍ଚିବା କଷ୍ଟ

ଏକାକୀ ରହିଲେ ରୋଗ ଦୁଃଖ 

ଋଣ ଆଉ କଷ୍ଟ

ଭୂତ ପ୍ରେତ ଭୟ ନକାରାତ୍ମକ 

ମନର ରିଷ୍ଟ

ରାଗ ରୋଷ ମାନ ଅଭିମାନ ହିଁ 

ଜୀବନେ ମନ ତୁଷ୍ଟ

ଏକାକୀ ଜୀବନ ବଡ ହୀନିମାନ

 ମନରେ କୋହ ରୁଷ୍ଟ

ସମାଜ ଓ ସାମାଜିକତା 

ମଣିଷ ପାଇଁ ଉଦ୍ଧିଷ୍ଟ

ଏସବୁ ହଜିଲେ ମନୁଷ୍ୟତା ଲୋପ 

 ହୁଏ ଖାଲି ଅସନ୍ତୁଷ୍ଟ

ଏକାକୀ ଜୀବନେ ପ୍ରକୃତି ଡରାଏ 

 ଜୀବନେ ଅତ୍ୟନ୍ତ କ୍ଲିଷ୍ଟ

ପ୍ରକୃତି ଭିତରେ ମନୁଷ୍ୟ ସାଥିରେ 

 ସିନା ମନର ଅଭିଷ୍ଟ

ଏକାକୀ ବେଦନା ଯାତନା ମନରେ

 କର୍ତ୍ତବ୍ୟ ହୁଏକି ନିର୍ଦ୍ଦିଷ୍ଟ

ବାଲ୍ୟ କୈଶୋର ଯୌବନ 

ଏକାକୀ ନୁହେଁ ଉଦ୍ଦିଷ୍ଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama