Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Fantasy

3  

kahnu charan sahu

Fantasy

ଏକାଏକା

ଏକାଏକା

1 min
160



ଜାଣିନି କାହିଁକି ଏକାଏକା ଲାଗେ

ତୁମେ ଯିବାପରେ ସଖି

ଭଲ ବି ଲାଗୁନି ମନଟା ମୋହର

ଯାଅ ଥରେ ଆସିଦେଖି ।


ଏମିତି କାହିଁକି ଘଟଇ ମୋସହ

ଜାଣିଜମା ପାରୁନାହିଁ

ଯାହାକୁ ନିଜର ଭାବୁଥାଏ ମନ

ସିଏ ହିଁ ବୁଝଇ ନାହିଁ ।


ଦୁଃଖରେ ଗଢ଼ା ଏ ଜୀବନ ଗୋ ସଖି

ତୁମେ ପୁଣି ଗଲ ଚାଲି

ଆଦ୍ୟ ଆଷାଢ଼ରେ ଝରଇ କେବଳ

ଶ୍ରାବଣର ଝର ଖାଲି ।


ତଥାପି ମନରେ ନାହିଁ ଟିକେ କଷ୍ଟ

ସହିବା ସାହସ ଅଛି

ପଥର ମଣିଷ କଅଁଳ ହୃଦୟ

ଏଥିପାଇଁ ଦୁଃଖ ଅଛି ।।


Rate this content
Log in

Similar oriya poem from Fantasy