STORYMIRROR

Tapaswini DashSarangi

Abstract Romance

3  

Tapaswini DashSarangi

Abstract Romance

ଏକ ତରଫା ପ୍ରେମ

ଏକ ତରଫା ପ୍ରେମ

1 min
355

ଏକ ତରଫା ପ୍ରେମ କରିଛି ମୁଁ

ନିର୍ଜନତା ସହିତ

କି ନିଆରା ସେ ପ୍ରେମ

କି ମତୁଆଲା ତାର ସ୍ପର୍ଶ 

କି ଅନୁଭବ ତାର ଆଗମନରେ।

କଲମର ବେଗ ବଢିଯାଏ

ମନ ଆନମନା ହୋଇଯାଏ।

ଲେଖିବାର ମାଦକତା ଆସିଯାଏ।

କିଛି ସମୟ ନିଜ ଏକଲାପଣର 

ସହିତ ଘନିଷ୍ଠତା ନିବିଡ଼ ହୋଇଯାଏ।

ସମୟର ବିଡ଼ମ୍ବନା ଅଜବ

ନିର୍ଜନତା କିଛି କ୍ଷଣରେ ମତେ

ଏକା କରି ଜନ ଅରଣ୍ୟରେ ଛାଡିଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract