STORYMIRROR

BULU BEHERA

Tragedy Children

3  

BULU BEHERA

Tragedy Children

ଏକ ହାଜର ପଚିଶି ଖ୍ରୀଷ୍ଟାବ୍ଦ

ଏକ ହାଜର ପଚିଶି ଖ୍ରୀଷ୍ଟାବ୍ଦ

1 min
351

ସେହି ଲୁଣ୍ଠନକାରି

  


ପ୍ରଖ୍ୟାତ  ଚୋରର


           ମନରେ  ଥିଲା ସବୁବେଳେ  ଲୋଭ,




ଯେତେ ଧନ  ରତନ



ଯେଉଁଠି   ପାଇଲେ




           ଭର୍ତ୍ତି  କରନ୍ତି ସେ  ଭଣ୍ଡାର  ଗର୍ଭ  l(1)





ଯେତେକ  ଦେବlଦେବୀ



ମନ୍ଦିରଗୁଡିକ



          ଥିଲା  ତାଙ୍କ ଚୋର  ପୁଲିସ ଖେଳ,




ତାଙ୍କୁ ଯଦି  କିଏ



ବାଧା  ଦେଲା ସିଏ



          ତାହାର  ପୁରି ଯାଉଥିଲା  ଖେଳ l(2)





ପଶ୍ଚିମ ଭାରତରେ



ହଜାରେ  ପଚିଶିରେ 


 

         ପଶିଲେ    ସୋମନାଥ  ମନ୍ଦିରରେ,



ସର୍ବସ୍ବ  ଲୁଟିନେଲେ



ଯେତେ  ଧନ ରତ୍ନ



         ଆକ୍ରମଣ  କାରି  ନୃଶଂସ ଭାବରେ l(3)


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy