STORYMIRROR

pranati Mahapatra

Abstract

2  

pranati Mahapatra

Abstract

ଏହି ମୋର ଅଳି

ଏହି ମୋର ଅଳି

1 min
338

ନା ତାକୁ ନିଦ ଥାଏ, 

ନା ତାକୁ ଭୋକ ଶୋଷ

ନା ତାକୁ କଷ୍ଟ ହୁଏ

ନା ତାର ଖୁସି

ସମସ୍ତଙ୍କ ଆଗରେ ସବୁବେଳେ ହସୁଥାଏ

କେବେ ସେ କାନ୍ଦିବାର ମୁଁ ଦେଖିନାହିଁ

ସେ ମୋ ମାଆ

ଏସବୁ କେବଳ ମୋ ପାଇଁ

ହେ ପ୍ରଭୁ ଆଉ ଗୋଟିଏ କଥା

ରଖିବୁ କାଳିଆ

ରହିଲା ଅଳି ତୋ ପାଦେ

 ତାର ମୋ ପାଇଁ ହେଉ

ମୁଁ ଥିବା ଯାଏ ତା ପାଶକୁ ମୃତ୍ୟୁ ଯେମିତି ନ ଆସୁ ,

ସେ ମୋ ପାଖରେ ଏମିତି ହସଖୁସିରେ 

ଚଳପ୍ରଚଳ ହେଉ

ମୋ ପାଇଁ ତା'ର ଏତେ ତ୍ୟାଗ

ତା ପାଇଁ ମୋର ଖାଲି ଏତିକି ମାଗୁଣି

କାଳିଆ

ରଖିବୁ ମୋ ଅଳି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract